Connect with us

ଓଡିଶା

ଯେକୌଣସି ଆରଟିଓ ସଂସ୍ଥାରୁ ମିଳିବ ଡ୍ରାଇଭିଂ ଲାଇସେନ୍ସ

ସାଙ୍କେତିକ

ଯେକୌଣସି ଆରଟିଓ ସଂସ୍ଥାରୁ ମିଳିବ ଡ୍ରାଇଭିଂ ଲାଇସେନ୍ସ
ଭୁବନେଶ୍ୱର, ୦୧ ନଭେମ୍ବର – ଏଣିକି ଯେକୌଣସି ଆରଟିଓ ସଂସ୍ଥାରୁ ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ ମିଳିପାରିବ । ଏଥିପାଇଁ ଆବେଦନକାରୀ ମାନେ ମଧ୍ୟ ଆବେଦନ କରିପାରିବେ । ଏହା ବ୍ୟତୀତ ଗାଡ଼ିର ରେଜିଷ୍ଟ୍ରେସନ ମଧ୍ୟ ହୋଇପାରିବ । ଏ ସମ୍ପର୍କରେ ପରିବହନ କମିଶନ ସଂସ୍ଥା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଆବେଦନକାରୀ ମାନେ ନିଜ ଅଂଚଳରେ ଥିବା ଆରଟିଓ ସଂସ୍ଥା ମାନଙ୍କରୁ ଏହି ବ୍ୟବସ୍ଥା ପାଇଁ ଆବେଦନ କରିପାରୁଥିଲେ । ୨ ମାସ ମଧ୍ୟରେ ୩ ଲକ୍ଷ ୫୧ ହଜାର ବ୍ୟକ୍ତିଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ସମୁଦାୟ ୩ ଲକ୍ଷ ୪୮ ହଜାର ବ୍ୟକ୍ତିଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା