Connect with us

ଓଡିଶା

ଯୁକ୍ତ ଦୁଇରେ ନାମ ଲେଖା ଅବଧି ଆଉ ଦୁଇ ଦିନ ବୃଦ୍ଧି

ସାଙ୍କେତିକ

ଯୁକ୍ତ ଦୁଇରେ ନାମ ଲେଖା ଅବଧି ଆଉ ଦୁଇ ଦିନ ବୃଦ୍ଧି
ଭୁବନେଶ୍ୱର, ୫ ଜୁଲାଇ,- ଯୁକ୍ତ ଦୁଇରେ ନାମ ଲେଖା ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ସେ କହିଛନ୍ତି ଯେ, ଏହି ନାମ ଲେଖେଇବା ପାଇଁ ଚଳିତ ମାସ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ସର୍ଭରର ତୃଟି ପାଇଁ ଏହାକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି । ୮ ଓ ୯ ତାରିଖ ଦିନ ଛାତ୍ରଛାତ୍ରୀମାନେ ନାମ ଲେଖେଇପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା