Connect with us

ଓଡିଶା

ମେଘାଳୟରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯିବେ ଓଡିଶା ଆଗ୍ନିକ

ସାଙ୍କେତିକ

ମେଘାଳୟରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯିବେ ଓଡିଶା ଆଗ୍ନିକ
ଭୁବନେଶ୍ୱର,୨୭ା୧୨ : ଗତ ୧୩ ତାରିଖ ଠାରୁ ମେଘାଳୟର ଏକ କୋଇଲାଖଣିରେ ଫସି ରହିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କ ସାହାଯ୍ୟ ଲୋଡ଼ିଛି । କେନ୍ଦ୍ର ସରକାରଙ୍କର ଅନୁରୋଧକୁ ରକ୍ଷା କରି ଆସନ୍ତା କାଲି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଓଡ଼ିଶାରୁ ୨୦ ଜଣିଆ ଅଗ୍ନିଶମ ଟିମ୍ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମେଘାଳୟ ଯିବେ । ପୂର୍ବରୁ କେରଳକୁ ଯାଇ ଏହି ଟିମ୍ ବନ୍ୟା ବିପନ୍ନ ଲୋକଙ୍କୁ ଉଦ୍ଧାର କରିଥିଲା ଏବଂ ରିଲିଫ କାର୍ଯ୍ୟରେ ସାହାଯ୍ୟ କରି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ପ୍ରଶଂସନୀୟ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା