Connect with us

ଓଡିଶା

ଆର. ବାଲକ୍ରିଷ୍ଣନଙ୍କୁ ମିଳିଲା ୫ଟି ସଂସ୍ଥାର ଦାୟିତ୍ୱ

ସାଙ୍କେତିକ

ଆର. ବାଲକ୍ରିଷ୍ଣନଙ୍କୁ ମିଳିଲା ୫ଟି ସଂସ୍ଥାର ଦାୟିତ୍ୱ
ଭୁବନେଶ୍ୱର,୨୭ା୧୨ : ସରକାରୀ ଚାକିରୀରୁ ସଦ୍ୟ ଅବସର ନେଇଥିବା ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନଙ୍କୁ ନୂତନ ନିଯୁକ୍ତି ଦିଆଯାଇଛି । ବାଲକ୍ରିଷ୍ଣନଙ୍କୁ ମୁଖ୍ୟ ଉପଦେଷ୍ଟା ସ୍ପେଶାଲ ଇନିସିଏଟିଭ ଭାବେ ନିଯୁକ୍ତି ମିଳିଛି । ତାଙ୍କୁ ୫ଟି ସଂସ୍ଥାର ଦାୟିତ୍ୱ ଦିଆଯାଇଛି । ସେଗୁଡ଼ିକ ହେଲା କ୍ରାଫ୍ଟ ମ୍ୟୁଜିୟମ, ଜତଜାତି ସଂଗ୍ରହାଳୟ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଓଡିଶା ଭର୍ଚୁଆଲ ଏକାଡେମୀ ଏବଂ ଐତିହ୍ୟ କ୍ୟାବିନେଟ । ସେ ଅବୈତନିକ ଭାବେ କାର୍ଯ୍ୟ କରିବେ ଏବଂ ତାଙ୍କୁ ମୁଖ୍ୟ ଶାସନ ପାହ୍ୟା ମିଳିବ । ସେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭାବେ ରିପୋର୍ଟ କରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା