Connect with us

ଆମ ଖବର

ମନ୍ଦିର ଡାଲମା

ସାଙ୍କେତିକ

ମନ୍ଦିର ଡାଲମା
ସାମଗ୍ରୀ: ମୁଗଡାଲି କିମ୍ବା ହରଡ ଡାଲି ୪୦୦ ଗ୍ରାମ, ଖମ୍ବ ଆଳୁ ମଧ୍ୟମ ଧରଣର ୨୦୦ ଗ୍ରାମ (କଟା), ପୋଟଳ ୨୫୦ ଗ୍ରାମ (ଫାଳ), କଖାରୁ ୨୫୦ ଗ୍ରାମ (ଛୋଟ ଛୋଟ କଟାଯାଇଥିବା), ବାଇଗଣ ୨୦୦ ଗ୍ରାମ (କଟାଯାଇ ପାଣିରେ ପଡିଥିବ), ନଡିଆ କୋରା ଫାଳେ, ନାଡି ୧୦୦ ଗ୍ରାମ,
ପ୍ରସ୍ତୁତି ପ୍ରଣାଳୀ: ଗୋଟିଏ ପାତ୍ରରେ ପାଣି ଗରମ କରି ଲୁଣ, ତେଜପତ୍ର, ଟିକେ ଅଦା ଛେଚା, ଡାଲି ଆଳୁ, କଖାରୁ, ପୋଟଳ ପକାଇ ସିଝାନ୍ତୁ । ଯେପରି ଗୋଟା ଗୋଟା ରୁହେ । ସାରୁ, ବାଇଗଣ, ନଡିଆ କୋରା ପକାଇ ୫ ମିନିଟ୍ ସିଝାଇ ଓହ୍ଲାଇ ଆଣନ୍ତୁ ।
ତେଲ ଗରମ କରି ଶୁଖିଲା ଲଙ୍କା ଗରମ କରି ଜୀରା ପକାନ୍ତୁ । ତାପରେ ଫୁଟଣ ପକାଇ ଫୁଟିଗଲେ ସେଥିରେ ହେଙ୍ଗୁ ପକାଇ ତୁରନ୍ତ ଛୁଙ୍କ ଦେଇ ଦିଅନ୍ତୁ । ନାଡି ପକାଇ ୧୦ ମିନିଟ୍ ଅପେକ୍ଷା କରି ଗରମ ଗରମ ପରିଷି ଦିଅନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର