Connect with us

ଦେଶ

ବାଣ ଫୁଟେଇବା କମିଥିଲେ ମଧ୍ୟ ଦୀପାବଳି ଉତ୍ସବ ପାଳନ ହେଉଛି 

ସାଙ୍କେତିକ


ଭୁବନେଶ୍ୱର /ନୂଆଦିଲ୍ଲୀ – ସାରା ଭାରତ ବର୍ଷରେ ଜନସାଧାରଣ ମାନେ ହର୍ଷ ଉଲ୍ଲାସରେ ଦୀପାବଳୀ ପାଳନ କରୁଛନ୍ତି । ଦେଶରେ ଆର୍ଥିକ ମଂଦୀଥିବା ସ୍ୱେତେ ଲୋକମାନେ ନିଜ ନିଜ ଶକ୍ତି ଅନୁସାରେ ପାଳନ କରୁଛନ୍ତି । ବିଗତ ବର୍ଷ ମାନଙ୍କ ପରି ସେତେଟା ଧୁମ ଧାମ ନହେଲେ ମଧ୍ୟ ହସ ଖୁସିରେ ପରସ୍ପର ଅଭିବାଦନ ଜଣାଉଛନ୍ତି ।.କିନ୍ତୁ ଏ ବର୍ଷ ଅନେକାଂଶରେ ବାଣଫୁଟେଇବା କମିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ