Connect with us

ଓଡିଶା

ବଲାଙ୍ଗୀର ଓ ସୋନପୁର ଡାକ୍ତରଖାନା ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ , ୫-ଟି ସଚିବ

ସାଙ୍କେତିକ

ବଲାଙ୍ଗୀର ଓ ସୋନପୁର ଡାକ୍ତରଖାନା ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ , ୫-ଟି ସଚିବ
ଭୁବନେଶ୍ୱର, ୦୭ ନଭେମ୍ବର – ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ଓ ୫- ଟି ସଚିବ ଭି.କେ ପାଣ୍ଡିଆନ୍ ଗୁରୁବାର ବଲାଙ୍ଗୀର ଓ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉଭୟ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ରୋଗୀଙ୍କ ଠାରୁ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ରୋଗୀଙ୍କ ଅଭିଯୋଗର ଖୁବଶୀଘ୍ର ସମାଧାନ ହେବ ବୋଲି ୫ଟି-ସଚିବ ପ୍ରତିଶ୍ରୃତି ଦେଇଛନ୍ତି । ଏହାପରେ ସୋନପୁର ମୁଖ୍ୟ ଡାକ୍ତରଖାନା ଯାଇଥିଲେ । ଏଠାରେ ସେ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା