Connect with us

ଆଞ୍ଚଳିକ

ବର୍ଷା ପାଇଁ ଆଜି ବନ୍ଦ ରହିବ ଭୁବନେଶ୍ୱରର ସମସ୍ତ ସ୍କୁଲ l

ବର୍ଷା ପାଇଁ ଆଜି ବନ୍ଦ ରହିବ ଭୁବନେଶ୍ୱରର ସମସ୍ତ ସ୍କୁଲ l

ବର୍ଷା ପାଇଁ ଆଜି ବନ୍ଦ ରହିବ ଭୁବନେଶ୍ୱରର ସମସ୍ତ ସ୍କୁଲ

ଭୁବନେଶ୍ୱର :- ଶୁକ୍ରବାର ଭୁବନେଶ୍ୱର ର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟର ସମସ୍ତ ଅଙ୍ଗନବାଡୀ କେନ୍ଦ୍ର ମଧ୍ୟ ବନ୍ଦ ରହିବ । ଗୁରୁବାର ସଚିବାଳୟଠାରେ ବର୍ଷାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଜିଲ୍ଲାସ୍ତରରେ ସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ସ୍କୁଲ ବନ୍ଦ ନେଇ ନିଷ୍ପତି ନେବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ