Connect with us

ଓଡିଶା

ବଜ୍ରାଘାତରେ ଦୁଇ ଛାତ୍ର ମୃତ

ସାଙ୍କେତିକ

ବଜ୍ରାଘାତରେ ଦୁଇ ଛାତ୍ର ମୃତ
କଟକ, ୨୬ ଅପ୍ରେଲ – ସ୍କିଲ୍ ଡେଭେଲୋପମେଂଟ ପ୍ରୋଗ୍ରାମ୍ ରେ ଯୋଗଦେବାକୁ କଟକ ଟାଙ୍ଗିକୁ ଆସିଥିବା ଦୁଇ ଛାତ୍ର ଆଜି ଅପରାହ୍ନରେ ସାଥୀମାନଙ୍କ ସହିତ ପଡିଆରେ ଖେଳୁଥିବା ବେଳେ ବଜ୍ରାଘାତରେ ଟଳି ପଡିଥିଲେ । ନିକଟରେ ଉପସ୍ଥିତ ଥିବା ସାଥୀ ମାନେ ଦୁହିଁଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ କଟକ ବଡ ମେଡିକାଲରେ ଭର୍ତି କରିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦ୍ୱୟ ହେଲେ କନ୍ଧମାଳର ଶିଶିର ଦିଗଲ ଏବଂ ନୟାଗଡ଼ର ବିଭୂତି ନାୟକ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା