Connect with us

ଆଞ୍ଚଳିକ

ବଜ୍ରପାତରେ ଇଂଜିନିୟରିଂ ଛାତ୍ରୀର ମୃତ୍ୟୁ

ବଜ୍ରପାତରେ ଇଂଜିନିୟରିଂ ଛାତ୍ରୀର ମୃତ୍ୟୁ
ଢେଙ୍କାନାଳ : କାରନ୍ଦା ପଠାଣି ସାମନ୍ତ ଇଂଜିନିୟରିଂ କଲେଜର ୬ ଜଣ ଛାତ୍ରୀ ମଧ୍ୟାହ୍ନ ବିରତିରେ ବାହାରକୁ ଖାଇବା ପାଇଁ ଆସିଥିଲା ବେଳେ ବଜ୍ରପାତର ଶୀକାର ହୋଇଛନ୍ତି । ସେଥିମଧ୍ୟରୁ ଜଣକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ଖଜୁରିଆକଟା ଡାକ୍ତରଖାନାରେ ଭର୍ତି କରାଯାଇଛି । ମୃତକ ସିଭିଲ ଇଂଜିନିୟର ଦ୍ୱିତୀୟ ବର୍ଷ ଛାତ୍ର ବୋଲି ଜଣାପଡ଼ିଛି । ତାଙ୍କ ନାମ କଳ୍ପନା ନାୟକ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ