Connect with us

ଆଞ୍ଚଳିକ

ସ୍ୱାଧୀନତା ଦିବସ ଅବସରରେ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସ୍ୱାଧୀନତା ଦିବସ ଅବସରରେ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସ୍ୱାଧୀନତା ଦିବସ ଅବସରରେ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭୁବନେଶ୍ୱର ଆସନ୍ତା କାଲି ସ୍ୱାଧୀନତା ଦିବସ ଅବସରରେ ମାଓପ୍ରବଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ଏବଂ କୁମ୍ବିଂ ଅପରେସନ ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ସମ୍ପୃକ୍ତ ମାଓ ପ୍ରବଣ ଜିଲ୍ଲା ମାନଙ୍କରେ ଅଭିବାଦନ ଗ୍ରହଣ କରିବା ପାଇଁ ଯାଉଥିବା ମନ୍ତ୍ରୀ ମାନଙ୍କର ସୁରକ୍ଷା ପାଇଁ ଅନୁରୂପ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଖବର ତଥ୍ୟ ସଂଗ୍ରହ କରିବା ପାଇଁ ସାଧା ପୋଷାକଧାରୀ ପୋଲିସଙ୍କୁ ସେ ସବୁ ଅଂଚଳରେ ମୂତୟନ କରାଯାଇଛି । ପ୍ୟାରେଡ଼ସ୍ଥଳ ଗୁଡ଼ିକରେ ମଧ୍ୟ ତ୍ରିସ୍ତରୀୟ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ