Connect with us

ଅପରାଧ

ପୋଲିସ ଠକକୁ ଧରି ଟଙ୍କା ଜବତ କରିଛି

ସାଙ୍କେତିକ ଚିତ୍ର

ଭୁବନେଶ୍ୱର:- ନୟାପଲ୍ଲୀ ପୋଲିସ ଆଜି ଜଣେ ଠକକୁ ଧରିଛି । 44 ବର୍ଷୀୟ ଠକ ଜଣକ ଭୁବନ ଥାନାଥନ ଅଂଚଳର । ଠକାମିର ଶିକାର ହୋଇଥିବା ଯୁବକ ଦ୍ବୟ ହେଲେ ରାଜା ମହାନନ୍ଦ ଓ ରାଜୁ ଚଉଧୁରୀ । ରାଜା ମହାନନ୍ଦ କନ୍ଧମାଳ ଜିଲ୍ଲା ସ୍ଥିତ ଦାରିଙ୍ଗପଡ଼ା ଥାନା ଅଂଚଳର ହୋଇଥିବା ବେଳେ ତାଂକ ସମ୍ପର୍କୀୟ ରାଜା ଚୌଧୁରୀ ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜ ଅଂଚଳରେ ରୁହନ୍ତି ।

ସୂତ୍ରରୁ ପ୍ରକାଶ ଯେ ଅକ୍ଷୟ କୁମାର ଜେନା ଚାକିରୀ କରେଇଦେବା କହି ରାଜା ଓ ରାଜୁ ଠାରୁ 71 ହଜାର ତାଙ୍କ ନେଇଯାଇଥିଲା ଓ ପରେ ତାଙ୍କ ପକେଟରୁ ଆହୁରି ଜବରଦସ୍ତ 1000 ଟଙ୍କା ଛଡେଇ ନେଇଯାଇଥିଲା ସେମାନେ ପୁଲିସ ସହିତ ସମ୍ପର୍କ କଲାପରେ ପୁଲିସ ଠକ ଠାରୁ 70.500 ଟଙ୍କା ଜବତ କରିଛି ଓ ଅନୁସନ୍ଧାନ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ