Connect with us

ଓଡିଶା

ପାଞ୍ଚ ଜଣ ଓଏସ ଅଫିସର ଙ୍କୁ ସ୍ପେଶାଲ ସେକ୍ରେଟାରୀ ଓଏସ କୁ ଉନ୍ନୀତ

ସାଙ୍କେତିକ ଚିତ୍ର

ଭୁବନେଶ୍ୱର :-ଓଡିଶା ସରକାର ପାଞ୍ଚ ଜଣ ଓଏସ ଅଫିସର ଙ୍କୁ ଓଡିଶା ପବ୍ଲିକ ସ୍ୱେର୍ଭିସ କମିଶନଙ୍କ ସୁପାରିଶ କ୍ରମେ ସ୍ପେଶାଲ ସେକ୍ରେଟାରୀ ଓଏସ କୁ ଉନ୍ନୀତ କରିଛନ୍ତି । ସେମାନେ ହେଲେ ରାଜେନ୍ଦ୍ର ପ୍ରସାଦ ମୁଣ୍ଡ ,ବିଭାସ କାନୁନଗୋ , ସୁଶାନ୍ତ କୁମାର ବାରିକ,ବିଷ୍ଣୁ ପ୍ରସାଦ ମିଶ୍ର,ରାମକୃଷ୍ଣ ସାହୁ,ରବିନ୍ଦ୍ରନାଥ ସାହୁ ଓ ପ୍ରଦୀପ କୁମାର ଦାଶ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା