Connect with us

ଅପରାଧ

ନିଷ୍ଠୁର ସ୍ୱାମୀ ଚଳନ୍ତା ଟ୍ରେନ୍‌ରୁ ସ୍ତ୍ରୀକୁ ଠେଲି ଦେଲା ।

ସାଙ୍କେତିକ ଚିତ୍ର

ଯାଜପୁର: ଜଣେ ନିଷ୍ଠୁର ସ୍ୱାମୀ ଚଳନ୍ତା ଟ୍ରେନ୍‌ରୁ ସ୍ତ୍ରୀକୁ ଠେଲି ଦେଇଛି । ସୂଚନା ଅନୁସାରେ ଯାଜପୁରରେଡ ସେକ୍ସନ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ମହିଳାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା କୁ ନିଆଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଂଚଳରେ ଏହା ଚର୍ଚାର ବିଷୟ ପାଲଟିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ