Connect with us

ଅପରାଧ

ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବନ୍ଦ

ସାଙ୍କେତିକ ଚିତ୍ର

ଭୁବନେଶ୍ୱର :- ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବନ୍ଦ । ପାଞ୍ଚଟି ମୁନିସିପାଲ କର୍ପୋରେସନ ସମେତ ପୁରୀ ସହରରେ ମଧ୍ୟ ପ୍ରଚଳନକୁ ବନ୍ଦ କରାଯିବ । ଓଡିଶା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏକ ନୋଟିସ ଜାରିକରି ଏହା କୁହାଯାଇଅଛି ଯେ, କୌଣସି ବ୍ୟକ୍ତି କିମ୍ବା ଅନ୍ୟ କାହାଦ୍ୱାରା ଭୁବନେଶ୍ୱର,କଟକ,ବ୍ରହ୍ମହପୁର ,ରାଉରକେଲା ,ସମ୍ବଲପୁର ଓ ଟୁରିଷ୍ଟ ସ୍ଥାନ ପୁରୀରେ ପ୍ଲାଷ୍ଟିକ ବସ୍ତୁର ପରିବହନ ,ଗଛିତ କିମ୍ବା ତିଆରି କରିବା ନିଷେଧ ଅଟେ ।ଏହା ଦ୍ୱାରା ଆଗାମୀ ଅକ୍ଟୋବର 2 ତାରିଖ ଠାରୁ ପ୍ଲାଷ୍ଟିକ କିମ୍ବା ପ୍ଲାଷ୍ଟିକ ନିର୍ମିତ ବସ୍ତୁ ବିକ୍ରୟ ହୋଇପାରିବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ