Connect with us

ଓଡିଶା

ପର୍ଯ୍ୟଟକମାନଙ୍କ ପାଇଁ କୋଣାର୍କରେ ସ୍ୱତନ୍ତ୍ର ବ୍ୟବସ୍ଥା

ସାଙ୍କେତିକ

ପର୍ଯ୍ୟଟକମାନଙ୍କ ପାଇଁ କୋଣାର୍କରେ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର, ୧୭ ସେପ୍ଟେମ୍ବର – ଏଣିକି ଯାତ୍ରୀମାନଙ୍କ ପାଇଁ କୋଣାର୍କରେ ଦିନିକିଆ ପରିବର୍ତେ ବେଶୀଦିନ ରହିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପର୍ଯ୍ୟଟନ ସଚିବ ଶ୍ରୀ ବିଶାଲ ଦେବ ପ୍ରକାଶ କରିଛନ୍ତି । ସ୍ୱତନ୍ତ୍ର ବ୍ୟବସ୍ଥା ସ୍ୱରୂପ ୫୦ ଏକର ଜାଗାରେ ୫୦ଟି ଟେଂଟ କରାଯିବ । ଏଥିରେ ରହିବା, ଖାଇବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ସମୁଦ୍ରକୂଳ ଭ୍ରମଣ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀକୁ ବୁଲାଇନେବା ସହ ଜଳକ୍ରିଡ଼ାର ବ୍ୟବସ୍ଥା ରହିଛି । ଆବଶ୍ୟକ ପଡ଼ିଲେ ଯାତ୍ରୀମାନଙ୍କ ଭିଡ଼କୁ ଦେଖି ଅଧିକ ଟେଂଟର ମଧ୍ୟ ବ୍ୟବସ୍ଥା କରାଯାଇ ପାରେ ବୋଲି ଶ୍ରୀ ଦେବ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା