Connect with us

ଓଡିଶା

ନଭେମ୍ବର ୪ ସୁଦ୍ଧା ବର୍ଷା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସାଙ୍କେତିକ

ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ଚିଠି : ନଭେମ୍ବର ୪ ସୁଦ୍ଧା ବର୍ଷା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୨୬ ଅକ୍ଟୋବର – ଗତ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହୋଇଥିବା ଲଘୁଚାପ ଜନିତ ବର୍ଷାର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
ବାସଗୃହ ଓ ଚାଷ ଜମି କ୍ଷୟକ୍ଷତି ଆକଳନ କରି ନଭେମ୍ବର ୪ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଚିଠିରେ ଏସଆରସି ଉଲ୍ଲେଖ କରିଛନ୍ତି । ରିପୋର୍ଟ ମିଳିଲେ ଅନୁଦାନ ପ୍ରଦାନ କରାଯିବ ବୋଲି ଏସଆରସି କହିଛନ୍ତି ।
ଅନ୍ୟପକ୍ଷରେ ଯେଉଁ ଜିଲ୍ଲାରେ ସାମାନ୍ୟ କ୍ଷୟକ୍ଷତି ହୋଇଛି, ସେଠାକୁ ତୁରନ୍ତ ସହାୟତା ପ୍ରଦାନ କରାଯିବାକୁ ଏସ୍ଆରସି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା