Connect with us

ଓଡିଶା

ଦଳୀୟ ପ୍ରାର୍ଥୀ ବିରୁଦ୍ଧରେ ପ୍ରଚାର କରିବିନି : ଅଶୋକ ପାଣିଗ୍ରାହୀ

ସାଙ୍କେତିକ

ଦଳୀୟ ପ୍ରାର୍ଥୀ ବିରୁଦ୍ଧରେ ପ୍ରଚାର କରିବିନି : ଅଶୋକ ପାଣିଗ୍ରାହୀ
ଭୁବନେଶ୍ୱର, ୦୧ ଅକ୍ଟୋବର – ମୁଁ ଜଣେ ଦଳର ଜଣେ ଶୃଙ୍ଖଳିତ କର୍ମୀ । ଦଳୀୟ ପ୍ରାର୍ଥୀ ବିରୁଦ୍ଧରେ ପ୍ରଚାର କରିବି ନାହିଁ । କିମ୍ବା ପ୍ରଚାର ପାଇଁ ଉପରେ ପଡି ଯିବିନାହିଁ । ଡାକିଲେ ପ୍ରଚାର ପାଇଁ ଯିବି ବୋଲି ବିଜେପୁର ଆସନ ପାଇଁ ବିଜେପି ଆଶାୟୀ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଦଳ ଛାଡିବେ କି ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଦଳ ଛାଡିବାର ପ୍ରଶ୍ନ ଉଠୁ ନାହିଁ ।

ବିଜେପୁରରେ ଧର୍ମେନ୍ଦ୍ର ପ୍ରଧାନ ର୍ବୈଠକ କରିଥିଲେ କିନ୍ତୁ ମତେ ଡାକି ନଥିଲେ । ବିଜେପି ଏକ ଜାତୀୟ ଦଳ । ସଂସଦୀୟ କମିଟିର ,ନିଷ୍ପତିକୁ ମାନିବାକୁ ପଡିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା