Connect with us

ଦେଶ

ଟ୍ରଲି ବ୍ୟାଗରୁ ସାତ ବର୍ଷୀୟ ପିଲାର ମୃତଦେହ ମିଳିଲା

ସାଙ୍କେତିକ ଚିତ୍ର

ଟ୍ରଲି ବ୍ୟାଗରୁ ସାତ ବର୍ଷୀୟ ପିଲାର ମୃତଦେହ ମିଳିଲା

ନୂଆଦିଲ୍ଲୀ :- ଦିଲ୍ଲୀର ତୀମାରପୁର ଅଂଚଳରେ ଏକ ଟ୍ରଲି ବ୍ୟାଗରୁ ସାତ ବର୍ଷୀୟ ପିଲାର ମୃତଦେହ ମିଳିବାରୁ ଉକ୍ତ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ! ସୂଚନା ଅନୁଯାୟୀ ତୀମାରପୁର ଅଂଚଳର ଜଗତପୁର ସ୍ଥିତ ବାୟ ଡାଇବାରସିଟି ପାର୍କ ନିକଟସ୍ଥ ରାସ୍ତାରେ ଏକ ଟ୍ରଲି ବ୍ୟାଗରୁ ସାତ ବର୍ଷୀୟ ପିଲାର ମୃତଦେହମ ଠାବ କରାଯାଇଛି ! ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ, ଉକ୍ତ ପିଲାକୁ ତଂଟି ଚିପି ହତ୍ୟା କରାଯାଇଛି ! ପିଲାଟିର ପରିଚୟ ମିଳିପାରିନାହିଁ ! ପୋଲିସ ଶବ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇ ତଦନ୍ତ ଜାରି ରଖିଛି !

Click to comment

Leave a Reply

Your email address will not be published. Required fields are marked *

More in ଦେଶ