Connect with us

ଦେଶ

କଂଗ୍ରେସର ସଂସଦ ଶସୀ ଥରୁରଙ୍କ ବିବାଦିତ ବୟାନ

ସାଙ୍କେତିକ ଚିତ୍ର

କଂଗ୍ରେସର ସଂସଦ ଶସୀ ଥରୁରଙ୍କ ବିବାଦିତ ବୟାନ

ବାଙ୍ଗାଲୁରୁ :- କଂଗ୍ରେସର ସଂସଦ ଶସୀ ଥରୁର ପୁଣି ଏକ ବିବାଦିତ ବୟାନ ଦେଇ ଚର୍ଚା ପରିସରକୁ ଆସିଛନ୍ତି । ଏଥର ସେ ଆରଏସଏସ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ଟିପ୍ପଣୀ ଦେଇଛନ୍ତି । ନିଜ ରଚିତ ପୁସ୍ତକ “ଦି ପରାଡେଂସିକ୍ଲ ପ୍ରାଇମମିନିଷ୍ଟର” ର ଉନ୍ମୋଚନ ଉତ୍ସବରେ ସେ କଥା ଛଳରେ କହିଥିଲେଯେ, “ଶିବଲିଙ୍ଗ ଉପରେ ବିଛା ଯାହା ମୋଦି ହେଉଛନ୍ତି ସେୟା” । ନା ଲୋକମାନେ ଶିବଲିଙ୍ଗକୁ ପୂଜାକରିପାରିବେ ନା ଚପଲରେ ମାରିପାରିବେ ! ଏହି ଟିପ୍ପଣୀକୁ ବିଜେପି ବିରୋଧ କରିଛି !

Click to comment

Leave a Reply

Your email address will not be published. Required fields are marked *

More in ଦେଶ