Connect with us

ଓଡିଶା

ଜାତି , ବାସିନ୍ଦା ପ୍ରମାଣପତ୍ର ଦେୟ ଛାଡ୍ କୁ କ୍ୟାବିନେଟ୍ ମଂଜୁରୀ

ସାଙ୍କେତିକ

ଜାତି , ବାସିନ୍ଦା ପ୍ରମାଣପତ୍ର ଦେୟ ଛାଡ୍ କୁ କ୍ୟାବିନେଟ୍ ମଂଜୁରୀ
ଭୁବନେଶ୍ୱର,୨୧ ଅକ୍ଟୋବର – ବାସିନ୍ଦା , ଆୟ , ଆୟ ଓ ସମ୍ପତି (ଆର୍ଥିକ ଅନଗ୍ରସର ବର୍ଗ ନିମନ୍ତେ), ଉତରାଧିକାରୀ , ଅଭିଭାବକ , ତଫସିଲ ଜାତି , ତଫସିଲଭୁକ୍ତ ଜନଜାତି , ଅନ୍ୟାନ୍ୟ ପଛୁଆ ବର୍ଗ , ସାମାଜିକ ତଥା ଆର୍ଥିକ ଏବଂ ଅନଗ୍ରସର ବର୍ଗ ପ୍ରମାଣ ପତ୍ର ପାଇଁ ଜନସାଧାରଣଙ୍କ ଠାରୁ ଆଦାୟ କରାଯାଉଥିବା ସମସ୍ତ ପ୍ରକାର ଦେୟ ଛାଡ୍ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା