Connect with us

ଓଡିଶା

ଜଗା ସୁସ୍ଥ, ନଳୀରେ ଖାଦ୍ୟ ଖାଉଛି କାଳିଆ

ସାଙ୍କେତିକ ଚିତ୍ର

ଜଗା ସୁସ୍ଥ, ନଳୀରେ ଖାଦ୍ୟ ଖାଉଛି କାଳିଆ
ଭୁବନେଶ୍ୱର,୧୪ା୧୨: ଦିଲ୍ଲୀସ୍ଥିତ ଏମସରେ ଚିକିତ୍ସାଧୀନ ଥିବା ଜଗା କାଳିଆ ମଧ୍ୟରୁ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଥିଲାବେଳେ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଶେଷ ଉନ୍ନତି ହେଉନଥିବା ଯାଂଚରୁ ଜଣାପଡ଼ିଛି ବୋଲି ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି । ଆହୁରି କୁହାଯାଇଛି ଯେ, କାଳିଆର ଓଜନ ସ୍ୱାଭାବିକ ନାହିଁ । ସ୍ନାୟୁଗତ ଦୁର୍ବଳତା ରହିଛି । ଅଧିକ ଡାକ୍ତରୀ ଅନୁଧ୍ୟାନ କରାଯିବାର ଆବଶ୍ୟକତା ପଡ଼ୁଛି । ପେଟରେ ନଳୀ ମାଧ୍ୟମରେ ଖାଦ୍ୟ ଦିଆଯାଉଛି । ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲୀନ ପଣ୍ଡିତଙ୍କ ନେତୃତ୍ୱରେ ରାଜ୍ୟର ବଛାବଛା ଡାକ୍ତରମାନେ ଏମସ୍ ଯାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା