Connect with us

ଓଡିଶା

ପ୍ରସନ୍ନ ବିଜୁ କୃଷକ ଜନତା ଦଳର ସଭାପତି

ସାଙ୍କେତିକ ଚିତ୍ର

ପ୍ରସନ୍ନ ବିଜୁ କୃଷକ ଜନତା ଦଳର ସଭାପତି, ପ୍ରତାପ ହେଲେ ମହାସଚିବ
ଭୁବନେଶ୍ୱର,୧୪।୧୨:- ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସନ୍ନ ଆଚାର୍ଯ୍ୟ ଏବଂ ପ୍ରତାପ ଜେନାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ପ୍ରସନ୍ନଙ୍କୁ ବିଜୁ କୃଷକ ଜନତା ଦଳର ନୂତନ ସଭାପତି ଭାବେ ନିଯୁକ୍ତ ଦିଆଯାଇଥିବାବେଳେ ପ୍ରତାପଙ୍କୁ ସଂଗଠନର ମହାସଚିବ ଦାୟିତ୍ୱ ଦିଆଯାଇଛି । ଏ ନେଇ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଉଭୟ ନେତା ଚାଷ ଓ ଚାଷୀ ସଂଗଠନ ଗୁଡ଼ିକର ସମସ୍ୟା, ସମାଧାନ ବାବଦରେ ସବିଶେଷ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା