Connect with us

ଅପରାଧ

ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣବଳାତ୍କାର କଲେ ତିନି ଯୁବକ l

ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣବଳାତ୍କାର କଲେ ତିନି ଯୁବକ l

ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣବଳାତ୍କାର କଲେ ତିନି ଯୁବକ l
ଆଳି, ୨୯।୮ : କେନ୍ଦ୍ରାପଡା ଜିଲ୍ଳା ଅନ୍ତର୍ଗତ ଆଳି ଥାନା ଅଞ୍ଚଳର ଜନୈକା ନାବାଳିକା(୧୬)ଙ୍କୁ ୩ ଜଣ ଯୁବକ ଉଠାଇ ନେଇ ଗଣ ବଳାତ୍କାର କରିଥିବା ଓ ବଳାତ୍କାର ପରେ ସିଂପୁର ବଜାର ନିକଟରେ ଫୋପାଡ଼ି ପଳାଇ ଥିଲେ l ତାଙ୍କ ଜେଜେବାପା ମଙ୍ଗଳବାର ଥାନାରେ ମୌଖିକ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରବିବାର ରାତିରେ ଖାଇସାରି ସମ୍ପୃକ୍ତା ନାବାଳିକା ଘରେ ଶୋଇଥିବା ବେଳେ ରାତି ପ୍ରାୟ ସାଢ଼େ ୩ଟା ସୁଦ୍ଧା ସେ ଘରେ ନ ଥିବା ପରିବାର ଲୋକେ ଜାଣିପାରିଥିଲେ। ତେବେ ସେ ନିଖୋଜ ହୋଇଯାଇଥିବା ନେଇ ସୋମବାର ତାଙ୍କ ଜେଜେବାପା ଆଳି ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ୧୧୯/୧୮ ନଂ.ରେ ଏକ ମାମଲା ରୁଜୁ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ