Connect with us

ଆଞ୍ଚଳିକ

ଗାଧୋଇବା ବେଳେ ଭଲିବଲ ଖେଳାଳି ବୁଡ଼ିଗଲେ

ସାଙ୍କେତିକ ଚିତ୍ର

କଟକ :- ମହାନଦୀର ଗଡ଼ଗଡ଼ିଆ ଘାଟରେ ଗାଧୋଇବା ବେଳେ ଜଣେ ଖେଳାଳୀ ବୁଡ଼ି ଯାଇଛନ୍ତିି । ତାଙ୍କ ନାଁ ହେଲା ରୋହନ ମଲ୍ଲିକ । ରୋହନ ଜଣେ ଆଗଧାଡିର ଭଲିବଲ ଖେଳାଳୀ । ସେ ଭଲିବଲ ଖେଳିସାରି ଅପରାହ୍ନରେ ଗଡ଼ଗଡ଼ିଆ ଘାଟରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିବା ତାଙ୍କ ନିକଟ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ବୁଡିଯାଇଥିବା ଖେଳାଳିଙ୍କ ଘର ତୁଳସୀପୁର ଅଂଚଳର ମଠସାହିରେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ