Connect with us

ଅପରାଧ

ଖଣ୍ଡଗିରି ଅଂଚଳରେ କିନ୍ନର ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ l

ଖଣ୍ଡଗିରି ଅଂଚଳରେ କିନ୍ନର ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ l

ଖଣ୍ଡଗିରି ଅଂଚଳରେ କିନ୍ନର ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ l

ଭୁବନେଶ୍ୱର- ଖଣ୍ଡଗିରି ଅଂଚଳରେ କିଛି କିନ୍ନର ଙ୍କ ଦୌରାତ୍ମ୍ୟ ବଢି ଯାଇଛି l କିଛି କିନ୍ନର ଏକତ୍ରିତ ହୋଇ ଏକ ଯୁବକକୁ ରାସ୍ତାରେ ଅଟକାଇ ପଇସା ମାଗିଥିଲେ କିନ୍ତୁ ସେ ଯୁବକ ନଦେବାରୁ ତାକୁ ମାରଧର କରିଥିଲେ l ପରେ ଉକ୍ତ ଯୁବକ ଅନ୍ୟ ମାନଙ୍କୁ ସଂଗଠିତ କରି କିନ୍ନର ଉପରେ ଆକ୍ରମଣ କରି କିନ୍ନର ର ସ୍କୁଟର ପୋଡି ଦେଇଥିଲେ l ପରେ ସ୍ଥାନୀୟ ପୋଲିସ କୁ ଡାକି ହସ୍ତାନ୍ତର କରିଥିଲେ l ଏତିକିରେ ସେମାନେ ଶାନ୍ତ ନପଡ଼ି ରାସ୍ତା ଅବରୋଧ କରିଥିଲେ l

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ