Connect with us

ଓଡିଶା

କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ : ଆମକସ୍ କ୍ୟୁରି

ସାଙ୍କେତିକ

କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ : ଆମକସ୍ କ୍ୟୁରି

ଭୁବନେଶ୍ୱର,୧୩ ସେପ୍ଟେମ୍ବର -ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର  ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି ବୋଲି ଆମିକସ୍ କ୍ୟୁରି ରଂଜିତ୍ କୁମାର ପ୍ରକାଶ କରିଛନ୍ତି । ଶୁକ୍ରବାର ଦିନ କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ସେ ଏହି ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ ସୂର୍ଯ୍ୟ ମନ୍ଦିର ୧୦୦ ପ୍ରତିଶତ ସୁରକ୍ଷିତ ରହିଛି । ଏଥିରେ କେବଳ କେମିକାଲ ଟ୍ରିଟମେଂଟ ହେବ । ଏହା ସହ ମନ୍ଦିରରେ ଲାଗିଥିବା ଲୁହା ପାଇପ ଗୁଡିକୁ ଫେବୃଆରୀ ସୁଦ୍ଧା ଖୋଲାଯିବ ବୋଲି ସେ କହିଛନ୍ତି ।  ଏହି ସମୟରେ ଆମିକସ୍ କ୍ୟୁରିଙ୍କ ସହ  ପ୍ରତ୍ନତତ୍ ବିଭାଗ ରାଜ୍ୟ ସୁପରିଟେଣ୍ଡେଂଟ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା