Connect with us

ଦେଶ

କର୍ଣ୍ଣାଟକର ପୌର ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ l

କର୍ଣ୍ଣାଟକର ପୌର ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ l

ବେଙ୍ଗଲୁରୁ :- ବିଜେପି କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହାରିଯିବାପରେ ପୁଣି ରାଜ୍ୟସ୍ତରୀୟ ପୌର ନିର୍ବାଚନରେ ମଧ୍ୟ ହାରିଯାଇଛି l ବର୍ତମାନ ସୁଦ୍ଧା ଘୋଷିତ 2628 ଆସନ ମଧ୍ୟରୁ କଂଗ୍ରେସ ଓ ଜେଡିଏସ ମେଣ୍ଟ କୁ 1,366 ଟି ଆସନ ମିଳିଥିବା ବେଳେ ବିଜେପି କୁ ମାତ୍ର 929 ଟି ଆସନ ମିଳିଛି l

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ କଂଗ୍ରେସ ଓ ଜେଡିଏସ ମେଣ୍ଟ ଥିଲେ ମଧ୍ୟ ସେମାନେ ଅଲଗା ଅଲଗା ନିର୍ବାଚନ ଲଢୁଥିଲେ l କିନ୍ତୁ ନିର୍ବାଚନ ପରେ ସେମାନେ ମେଣ୍ଟ କରିବେ ବୋଲି ଘୋଷଣା କରିସାରିଥିଲେ l

କର୍ଣ୍ଣାଟକ ବିଜେପି ସଭାପତି ୟାଦୁରପ୍ପା ଦଳର ପରାଜୟ ସ୍ୱୀକାର କରି କହିଛନ୍ତି ଯେ , “ଆମେମାନେ କେବେବି ଏପରି ପରିଣାମ ହେବ ବୋଲି ଭାବିନଥିଲୁ l କିନ୍ତୁ ଆସନ୍ତା ଲୋକସଭା ନିର୍ବାଚନରେ ଫଳା ଫଳ ଅମ ସପକ୍ଷରେ ଯିବବୋଲି ଆମେ ଆଶା ରଖିଛୁ l

Click to comment

Leave a Reply

Your email address will not be published. Required fields are marked *

More in ଦେଶ