Connect with us

ଓଡିଶା

 କଂଗ୍ରେସର ସାଂଗଠନିକ ପୁର୍ନଗଠନ ପ୍ରକ୍ରିୟା ଆରମ୍ଭ

ସାଙ୍କେତିକ

କଂଗ୍ରେସର ସାଂଗଠନିକ ପୁର୍ନଗଠନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୭ ସେପ୍ଟେମ୍ବର – ଆଜିଠାରୁ କଂଗ୍ରେସର ସାଂଗଠନିକ ପୁର୍ନଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ୩୩ ଟି ସାଂଗଠନିକ ଜିଲ୍ଲା  ଓ ବ୍ଲକ୍ ର ସଭାପତିଙ୍କ ନାମ ସୁପାରିଶ କରିବାପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ କୁହାଯାଇଛି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ନାମ ସୁପାରିଶ କରିବାକୁ କୁହାଯାଇଛି । ସେ କହିଛନ୍ତି ଯେ ବିଜେପୁର ଉପନିର୍ବାଚନରେ ଦଳ ପକ୍ଷରୁ ଅର୍ଥ ଖର୍ଚ୍ଚ କରାଯିବ ନାହିଁ । ନିରଡାମ୍ବର ଭାବେ ପ୍ରାର୍ଥୀପତ୍ର ଦାଖଲ କରିବୁ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା