Connect with us

ଓଡିଶା

ଓଡିଶା ଦୁର୍ନୀତିରେ ଭରି ରହିଛି : ଦାମ ରାଉତ

ସାଙ୍କେତିକ ଚିତ୍ର

ଓଡିଶା ଦୁର୍ନୀତିରେ ଭରି ରହିଛି : ଦାମ ରାଉତ
ଭୁୁବନେଶ୍ୱର,୧୯ା୧୧ : ଓଡିଶା ଦୁର୍ନୀତିରେ ଭରି ରହିଛି । ସିବିଆଇ ଏ ସବୁର ତଦନ୍ତ କରିବା କଥ।। । ତଳ ଠାରୁ ଉପର ପର୍ଯ୍ୟନ୍ତ ସରକାର ଉବୁଟୁବୁ । ତଦନ୍ତ ଯେଭଳି ହେବା କଥା ତାହା ହେଉନାହିଁ । ଚିଟଫଣ୍ଡ ଜମାକାରୀ ସଂସ୍ଖା ଦୁଶ୍ଚିନ୍ତାରେ ରହିଛନ୍ତି । ବରିଷ୍ଠ ବିଧାୟକ ଡ. ଦାମୋଦର ରାଉତ ଏହା କହିଛନ୍ତି । ସେ କହିଛନ୍ତି ଯେ ସିବିଆଇ ସଚିବାଳୟକୁ କାହିଁକି ଆସିଥିଲା ତାହା ସରକାର କିମ୍ବା ସିବିଆଇ କହି ପାରିବ । ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଧରିବା ପରିବର୍ତେ ସେମାନଙ୍କୁ ଛାଡି ଦିଆ ଯାଇଛି । ସିବିଆଇ ଉପରେ ଲୋକ ମାନଙ୍କର ବିଶ୍ୱାସ ଧୀରେ ଧୀରେ କମିବାରେ ଲାଗିଛି । ତାର କାର୍ଯ୍ୟ ସେ କରୁ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା