Connect with us

ଦେଶ

‘ଏସ୍ସି/ଏସ୍ଟିମାନେ ଅନ୍ୟ ରାଜ୍ୟରେ କରିପାରିବେନି ଆରକ୍ଷଣ ଦାବି’ l

‘ଏସ୍ସି/ଏସ୍ଟିମାନେ ଅନ୍ୟ ରାଜ୍ୟରେ କରିପାରିବେନି ଆରକ୍ଷଣ ଦାବି’ l

‘ଏସ୍ସି/ଏସ୍ଟିମାନେ ଅନ୍ୟ ରାଜ୍ୟରେ କରିପାରିବେନି ଆରକ୍ଷଣ ଦାବି’
ନୂଆଦିଲ୍ଲୀ,୩୦ା୮ : ଗୋଟିଏ ରାଜ୍ୟର ଅନୁସୂଚିତ ଜାତି ଏବଂ ଜନଜାତି ସମୁଦାୟର ସଦସ୍ୟ ଅନ୍ୟ ରାଜ୍ୟରେ ସରକାରୀ ଚାକିରୀରେ ଆରକ୍ଷଣ ଦାବି କରିପାରିବେ ନାହିଁ ବୋଲି ଆଜି ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟମୂର୍ତ୍ତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠରେ ସର୍ବସମ୍ମତିରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ନ୍ୟାୟମୂର୍ତ୍ତି ଏନ ବି ରମଣ, ନ୍ୟାୟମୂର୍ତ୍ତି ଆର ଭାନୁମତି, ନ୍ୟାୟମୂର୍ତ୍ତି ଏମ ଶାନ୍ତତାନାଗୌଡର ଏବଂ ନ୍ୟାୟମୂର୍ତ୍ତି ଏସ୍ ଅବଦୁଲ ସାମିଲ ଥିଲେ । ସମ୍ବିଧାନ ଖଣ୍ଡପୀଠ କହିବା ଅନୁଯାୟୀ, ଗୋଟିଏ ରାଜ୍ୟରେ ଅନୁସୂଚିତ ଜାତି ରୂପରେ ଅଧିସୂଚିତ ହେବା ଆଧାରରେ ରାଜ୍ୟରେ ଏହି ଦାବି କରିପାରିବେ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ