Connect with us

ଓଡିଶା

ଇଂରାଜୀ ନବବର୍ଷ ଉପଲକ୍ଷେ ଶ୍ରୀ ସୋମନାଥ ରାଉତରାୟ ରାଜ୍ୟ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ

ସାଙ୍କେତିକ

ଇଂରାଜୀ ନୂତନ ବର୍ଷ ଉପଲକ୍ଷେ ଜନତା ଦଳ ୟୁନାଇଟେଡ଼ ରାଜ୍ୟ ଶାଖା ତରଫରୁ ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରବକ୍ତା ଶ୍ରୀ ସୋମନାଥ ରାଉତରାୟ ରାଜ୍ୟ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତିଯେ, “ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱବାସୀଙ୍କୁ ସୁଖ ସମୃଦ୍ଧି ପ୍ରଦାନ କରନ୍ତୁ’ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା