Connect with us

ଓଡିଶା

ଆଜି ୫ ଘଂଟା ବିଳମ୍ବରେ ଚାଲିବ ରାଜଧାନୀ ଏକ୍ସପ୍ରେସ୍

ସାଙ୍କେତିକ

ଆଜି ୫ ଘଂଟା ବିଳମ୍ବରେ ଚାଲିବ ରାଜଧାନୀ ଏକ୍ସପ୍ରେସ୍
ଭୁବନେଶ୍ୱର, ୩୧ ଡିସେମ୍ବର – ଆସନ୍ତାକାଲି (ବୁଧବାର) ରାଜଧାନୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ୫ ଘଂଟା ବିଳମ୍ବରେ ଛାଡିବ ।
ଉତର ଭାରତରେ ଘନ କୁହୁଡି ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସଂଯୋଗକାରୀ ଟ୍ରେନର ବିଳମ୍ବିତ ଯାତ୍ରା ପାଇଁ ଜାନୁଆରୀ ୧ ତାରିଖ ପୂର୍ବାହ୍ନ ୧୧ଟା ୩୫ମି.ରେ ଭୁବନେଶ୍ୱରରୁ ଛାଡ଼ିବାକୁଥିବା ୨୨୮୧୧ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପରିବର୍ତିତ ସମୟ ଅପରାହ୍ନ ୪ଟା୩୦ମି.ରେ ଛାଡିବାକୁ ରେଳବାଇ ପକ୍ଷରୁ ନିଷ୍ପତି ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା