Connect with us

ଓଡିଶା

ଆରମ୍ଭ ହେଲା ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା

ସାଙ୍କେତିକ

ଆରମ୍ଭ ହେଲା ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା
ଭୁୁବନେଶ୍ୱର,୧୮ା୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ୨୩ ଗୋଟି ଶୀତତାପ ନିୟନ୍ତ୍ରିତ ବସ ସେବାର ଶୁଭାରମ୍ଭ କରିଛନ୍ତି । ଏହା ମଧ୍ୟରେ ଭୁବନେଶ୍ୱର- ଫୁଲବାଣୀ, ଭୁବନେଶ୍ୱର- ରାଉରକେଲା, , ଭୁବନେଶ୍ୱର- ଭବାନୀପାଟଣା, , ଭୁବନେଶ୍ୱର-ଭଂଜନଗର, ଭୁବନେଶ୍ୱର- ରାଜଗାଙ୍ଗପୁର (ଭାୟା ସୁନ୍ଦରଗଡ) , ଭୁବନେଶ୍ୱର-ରାଜଖରିଆର (ଭାୟା-ବଲାଙ୍ଗୀର) , ଭୁବନେଶ୍ୱର- ଗୋରୁମହିଷାଣୀ (ଭାୟା – କରଂଜିଆ) , ଭୁବନେଶ୍ୱର- ବୁର୍ଲା (ଭାୟା ସମ୍ବଲପୁର) ସାମିଲ ରହିଛି । ଏହା ବ୍ୟତୀତ ଚାରୋଟି ଭୋଲଭୋ ବସର ମଧ୍ୟ ଶୁଭାରମ୍ଭ କରା ଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା