Connect with us

ଓଡିଶା

ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଓକିଲଙ୍କୁ ବିସିଆଇର ନିର୍ଦ୍ଦେଶ

ସାଙ୍କେତିକ

ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଓକିଲଙ୍କୁ ବିସିଆଇର ନିର୍ଦ୍ଦେଶ

ଭୁବନେଶ୍ୱର,୨୮ ଅକ୍ଟୋବର – ଓକିଲ ମାନଙ୍କ ଆନ୍ଦୋଳନ ଯୋଗୁଁ ଓଡ଼ିଶାରେ ହାଇକୋର୍ଟ ଏବଂ ତଳ କୋର୍ଟ ଗୁଡ଼ିକରେ କାର୍ଯ୍ୟ ପ୍ରାୟତଃ ଅଚଳ ଅବସ୍ଥା ଦେଖାଦେଇଥିବା ନେଇ ଇଣ୍ଡିଆନ ବାର କାଉନସିଲ ଉଦବେଗ ପ୍ରକାଶ କରିବା ସହ ଆନ୍ଦୋଳନ ପ୍ରତ୍ୟାହାର କରି କୋର୍ଟ କାର୍ଯ୍ୟରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଆନ୍ଦୋଳନ ପ୍ରତ୍ୟାହାର କରାନଗଲେ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ଓକିଲମାନେ ଏହି ନିର୍ଦ୍ଦେଶକୁ ନ ମାନିବେ ବା ଉଲ୍ଲଂଘନ କରିବେ ସେମାନଙ୍କୁ ନିଲମ୍ବନ କରାଯିବ ବୋଲି ବାର କାଉନସିଲ ଚେତାବନୀ ଶୁଣାଇଛନ୍ତି । ଏପରିକି ସମ୍ପୃକ୍ତ ଓକିଲ ମାନଙ୍କୁ ମଧ୍ୟ ବାର ନିର୍ବାଚନରେ ଅଯୋଗ୍ୟ ଘୋଷଣା କରାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଓକିଲ ମାନଙ୍କ ଆନ୍ଦୋଳନକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା