Connect with us

ଓଡିଶା

ଆଜିଠାରୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ

ସାଙ୍କେତିକ

ଆଜିଠାରୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ
ଭୁବନେଶ୍ୱର,୧୭ ଜାନୁଆରୀ – ଆଜି ଲୋକସେବା ଭବନ ପରିସର ମଧ୍ୟରେ ଥିବା ନୂତନ କନଭେନସନ୍ ସେଂଟର ଠାରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀରେ ଜିଲ୍ଲାପାଳମାନଙ୍କୁ ଉଦବୋଧନ ଦେବେ । ଏଥିରେ ବିଭିନ୍ନ ବିଭାଗର ସଚିବ ଓ ପ୍ରମୁଖ ଶାସନ ସଚିବ , ମୁଖ୍ୟ ଦପ୍ତର ନିର୍ଦ୍ଦେଶକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା