Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ଆଞ୍ଚଳିକ

ଏକାଥରକେ 11ଟି ବ୍ରହ୍ମକମଳ ପୁଣି ଗୋଟିଏ ଗଛରେ ଫୁଟିଲା !

ଏକାଥରକେ 11ଟି ବ୍ରହ୍ମକମଳ ପୁଣି ଗୋଟିଏ ଗଛରେ ଫୁଟିଲା !

ଏକାଥରକେ 11ଟି ବ୍ରହ୍ମକମଳ ପୁଣି ଗୋଟିଏ ଗଛରେ ଫୁଟିଲା !
ଭୁବନେଶ୍ୱର :- ଗୋଟେ ନୁଁହେ ଦୁଇଟା ନୁଁହେ ଏକାଥରକେ 11ଟି ବ୍ରହ୍ମକମଳ ପୁଣି ଗୋଟିଏ ଗଛରେ ! ଆଶ୍ଚର୍ଯ୍ୟ ନୁହେଁ ସତ୍ୟ ଘଟଣା l ଭୁବନେଶ୍ୱର ସ୍ଥିତ ବ୍ରହ୍ମେଶ୍ୱର ମନ୍ଦିର ପଛପାର୍ଶ୍ୱରେ ରହୁଥିବା ସୁଶାନ୍ତରଂଜନ ପଟନାୟକଙ୍କ ବାସଗୃହରେ ଥିବା ବ୍ରହ୍ମକମଳ ବୃକ୍ଷରେ ଏକାଥରେକେ 11ଟି ପୁଷ୍ପ ଫୁଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି l

ଏହାଦ୍ୱାରା ଅଖା ପାଖ ଅଂଚଳରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଛି l ଏହି ପୁଷ୍ପକୁ ଭଗବାନ ବ୍ରହ୍ମା ନିଜ ହସ୍ତରେ ଧାରଣ କରିଥିବା କଥା ପୁରାଣରେ ବର୍ଣିତ ଅଛି l

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ