Connect with us

ଆଞ୍ଚଳିକ

ଏକାଥରକେ 11ଟି ବ୍ରହ୍ମକମଳ ପୁଣି ଗୋଟିଏ ଗଛରେ ଫୁଟିଲା !

ଏକାଥରକେ 11ଟି ବ୍ରହ୍ମକମଳ ପୁଣି ଗୋଟିଏ ଗଛରେ ଫୁଟିଲା !

ଏକାଥରକେ 11ଟି ବ୍ରହ୍ମକମଳ ପୁଣି ଗୋଟିଏ ଗଛରେ ଫୁଟିଲା !
ଭୁବନେଶ୍ୱର :- ଗୋଟେ ନୁଁହେ ଦୁଇଟା ନୁଁହେ ଏକାଥରକେ 11ଟି ବ୍ରହ୍ମକମଳ ପୁଣି ଗୋଟିଏ ଗଛରେ ! ଆଶ୍ଚର୍ଯ୍ୟ ନୁହେଁ ସତ୍ୟ ଘଟଣା l ଭୁବନେଶ୍ୱର ସ୍ଥିତ ବ୍ରହ୍ମେଶ୍ୱର ମନ୍ଦିର ପଛପାର୍ଶ୍ୱରେ ରହୁଥିବା ସୁଶାନ୍ତରଂଜନ ପଟନାୟକଙ୍କ ବାସଗୃହରେ ଥିବା ବ୍ରହ୍ମକମଳ ବୃକ୍ଷରେ ଏକାଥରେକେ 11ଟି ପୁଷ୍ପ ଫୁଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି l

ଏହାଦ୍ୱାରା ଅଖା ପାଖ ଅଂଚଳରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଛି l ଏହି ପୁଷ୍ପକୁ ଭଗବାନ ବ୍ରହ୍ମା ନିଜ ହସ୍ତରେ ଧାରଣ କରିଥିବା କଥା ପୁରାଣରେ ବର୍ଣିତ ଅଛି l

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ