Connect with us

ଆଞ୍ଚଳିକ

ଆସନ୍ତା ୨୬ ଓ ୨୭ ଦୁଇଦିନ ସଚିବାଳୟ ଉଦ୍ୟାନ ଖୋଲା ରହିବ

ସାଙ୍କେତିକ

ଆସନ୍ତା ୨୬ ଓ ୨୭ ଦୁଇଦିନ ସଚିବାଳୟ ଉଦ୍ୟାନ ଖୋଲା ରହିବ
ଭୁବନେଶ୍ୱର – ସର୍ବସାଧାରଣଙ୍କ ନିମନ୍ତେ ସଚିବାଳୟ ଉଦ୍ୟାନ ଆସନ୍ତାକାଲି ଜାନୁଆରୀ ୨୬ ଶନିବାର ଏବଂ ଜାନୁଆରୀ ୨୭ ରବିବାର ଦୁଇଦିନ ଅପରାହ୍ନ ୪ଟାରୁ ୭ଟା ପର୍ଯ୍ୟନ୍ତ ଖୋଲାରହିବ । ଜନସାଧାରଣ ଏହି ସମୟ ମଧ୍ୟରେ ସଚିବାଳୟ ଉଦ୍ୟାନ ପରିଦର୍ଶନ କରିପାରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ