Connect with us

ଅପରାଧ

ଦୀପାବଳୀରେ ବାଣ ଫୁଟାଇବାରୁ ୩୭୦ ଜଣଙ୍କ ବିରୋଧରେ ମାମଲା

ସାଙ୍କେତିକ ଚିତ୍ର

ଦୀପାବଳୀରେ ବାଣ ଫୁଟାଇବାରୁ ୩୭୦ ଜଣଙ୍କ ବିରୋଧରେ ମାମଲା
ଭୁବନେଶ୍ୱର,୮ା୧୧: ଦିପାବଳୀରେ ବାଣ ଫୁଟାଇବାନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ଭୁବନେଶ୍ୱର ଓ କଟକରେ ସମୁଦାୟ ୩୭୦ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୧୨୬ ଜଣଙ୍କ ସମେତ ମୋଟ ୨୪୦ ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଅବଶିଷ୍ଟ ୧୩୦ ବ୍ୟକ୍ତିଙ୍କ ବିରୋଧରେ ଥିବା ମାମଲା କୋର୍ଟକୁ ଯିବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ