Connect with us

ଓଡିଶା

୫-ଟି ସଚିବଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ

ସାଙ୍କେତିକ

୫-ଟି ସଚିବଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ
ଭୁବନେଶ୍ୱର, ୦୪ ଡିସେମ୍ବର – ଶ୍ରୀ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ମଂଜୁର ହୋଇଥିବା ସାଢେ ୮ କୋଟି ଟଙ୍କାର ବିନିଯୋଗ କିପରି ହୋଇଛି ସେସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ୫ -ଟି ସଚିବ ଭି.କେ ପାଣ୍ଡିଆନ୍ ବୁଧବାର ପ୍ରତ୍ୟୁଷରେ ଲିଙ୍ଗରାଜ ମନ୍ଦିର ଗସ୍ତ କରିଥିଲେ । ଅନୁଧ୍ୟାନ ବେଳେ ପୂର୍ତ ସଚିବ , ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ,ଭୁବନେଶ୍ୱର ଡିସିପି ଉପସ୍ଥିତ ଥିଲେ । ମନ୍ଦିରର ଭିତର ଓ ବାହାରେ ସ୍ୱଚ୍ଛତା କିପରି ରହିଛି ତାହା ୫-ଟି ସଚିବ ତନଖି କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା