Connect with us

ଓଡିଶା

୩୯ତମ ବିଶ୍ୱ ସ୍ତରୀୟ କବି ମହାକୁମ୍ଭକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

୩୯ତମ ବିଶ୍ୱ ସ୍ତରୀୟ କବି ମହାକୁମ୍ଭକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୨ ଅକ୍ଟୋବର – ସ୍ଥାନୀୟ କିଟ୍ ପରିସରରେ ଆଜିଠାରୁ ଆରମ୍ଭ ହୋଇଥିବା ୫ ଦିନିଆ ୩୯ତମ ବିଶ୍ୱ ସ୍ତରୀୟ କବି ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଥିରେ ଯୋଗଦେଇଥିବା ୮୨ଟି ଦେଶର ୧ ହଜାର କବିମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । ୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର, କୋଣାର୍କ ଓ ପୁରୀରେ ଏହା ଚାଲିବ ।

ଏହି ସମ୍ମିଳନୀକୁ ଭାରତର ଉପରାଷ୍ଟ୍ରପତି ଉଦଯାପନ କରିବେ । ଏହି ଅବସରରେ ଗାନ୍ଧୀଜିଙ୍କର ବ୍ରୋଂଚ ମୂର୍ତି ଉଦଘାଟିତ ହୋଇଛି । ମହାକୁମ୍ଭର ବିଷୟବସ୍ତୁ ହେଉଛି ଗାନ୍ଧୀ ଓ ଗାନ୍ଧୀବାଦ ଉପରେ ପର୍ଯ୍ୟବେଶିତ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା