Connect with us

ଓଡିଶା

ରାଜ୍ୟରେ ବଢିବାକୁ ଯାଉଛି ତାପମାତ୍ରା

ସାଙ୍କେତିକ

ରାଜ୍ୟରେ ବଢିବାକୁ ଯାଉଛି ତାପମାତ୍ରା
ଭୁୁବନେଶ୍ୱର , ୧୬ ଫେବୃଆରୀ – ରାଜ୍ୟରେ ଆଗାମୀ ଦିନରେ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ।
ଆଗାମୀ ତିନି ଚାରି ଦିନ ମଧ୍ୟଚେ ରାଜ୍ୟରେ ରାତ୍ରିର ତାପମାତ୍ରା ବର୍ତମାନ ଠାରୁ ଦୁଇରୁ ତିନି ଡିଗ୍ରୀ ମଧ୍ୟରେ ବଢିବ । ଉଭୟ ଦିନ ଓ ରାତ୍ରୀର ତାପମାତ୍ରା ବଢିବା କାରଣରୁ ଫେବୃଆରୀ ମାସରେ ଗ୍ରୀଷ୍ମର ପ୍ରଭାବ ଅନୁଭୂତ ହେବ । ଆଗାମୀ ଦିନ ମାନଙ୍କରେ ରାଜ୍ୟର ବିଭିନ୍ନ ଅଂଚଳରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଓ ସର୍ବ ନିମ୍ନ ତାପମାତ୍ରା ୧୭ ଡିଗ୍ରୀ ଯାଏ ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା