Connect with us

ଅପରାଧ

ବାଣ ବିସ୍ଫୋରଣରେ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କର ମୃତ୍ୟୁ

ସାଙ୍କେତିକ ଚିତ୍ର

ବାଣ ବିସ୍ଫୋରଣରେ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କର ମୃତ୍ୟୁ

ଭୁବନେଶ୍ୱର :- ଦୀପାବଳିର ଆଗମନ ପୂର୍ବରୁ ଭୁବନେଶ୍ୱର ଉପକଣ୍ଠ ଅଂଚଳ ବାଲିପାଟଣାରେ ବାଣ ଭିଡୁ ଭିଡୁ ବିସ୍ଫୋରଣ ହେବାରୁ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ମିଶ୍ର ସାହିରେ ଗୁରୁବାର ପୂର୍ବାହ୍ନରେ ବାଣ ଭିଡ଼ିବାବେଳେ ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଲୋକମାନେ ଗୁରୁତର ଆହତ ହୋଇଛନ୍ତି ।

ବଳମାଳିପୁର ଫାଣ୍ଡି ଅଧିକାରୀଙ୍କ ସୂଚନା ଅନୁସାରେ ମୃତକଦ୍ୱୟ ଜ୍ଞାନରଞ୍ଜନ ମିଶ୍ର ଓ ସ୍ତ୍ରୀ ଝୁନୁ ମିଶ୍ର । ଆହତମାନଙ୍କୁ ଅଠାନ୍ତର ମେଡିକାଲପଠେଇ ଦିଆଯାଇ ତଦନ୍ତ ଚାଲୁ ରହିଛି ।ବାଣ ଭୟଙ୍କର ବିସ୍ଫୋରଣ ପରେ ଘରେ ନିଆଁ ଲାଗିଯାଇଥିବାରୁ ଅଗ୍ନିଶମ ବିଭାଗ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ