Connect with us

ଓଡିଶା

ଧାନ ବିକିବା ପାଇଁ ଛତିଶଗଡ଼ ମୁହାଁ ଓଡ଼ିଶା ଚାଷୀ

ସାଙ୍କେତିକ

ଧାନ ବିକିବା ପାଇଁ ଛତିଶଗଡ଼ ମୁହାଁ ଓଡ଼ିଶା ଚାଷୀ
ଭୁବନେଶ୍ୱର :- ଓଡ଼ିଶାରେ ଧାନ ମଣ୍ଡି ଗୁଡ଼ିକ ଚାଷୀମାନଙ୍କ ଠାରୁ ଧାନ କିଣିବା ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ପଶ୍ଚିମ ଓଡ଼ିଶାର ଚାଷୀମାନେ ଅଧିକ ପଇସା ଆଶାରେ ଛତିଶଗଡ଼ ମୁହାଁ ହୋଇଛନ୍ତି । ଛତିଶଗଡ଼ ସରକାର ଧାନର କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ଦର ୨୫୦୦ ଟଙ୍କା ରଖିଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶାରେ କ୍ୱିଂଟାଲ ପିଛା ଧାନର ସର୍ବନିମ୍ନ ସହାୟକ ଦର ୧୭୫୦ ଟଙ୍କା ରହିଛି । ଏହା ଓଡ଼ିଶା ଚାଷୀଙ୍କ ପାଇଁ ଛତିଶଗଡ଼ ତୁଳନାରେ ବହୁତ୍ କମ୍ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା