Connect with us

ଆଞ୍ଚଳିକ

ଧର୍ମଶାଳା ଥାନାର ନୂତନ ଥାନାଧିକାରୀ

ସାଙ୍କେତିକ

ଧର୍ମଶାଳା ଥାନାର ନୂତନ ଥାନାଧିକାରୀ

ଧର୍ମଶାଳା,୨୮ଫେବୃଆରୀ– ଯାଜପୁର ଜିଲ୍ଲା ଧର୍ମଶାଳା ଥାନାର ନୂତନ ଥାନାଧିକାରୀ ଭାବେ ସରୋଜ କୁମାର ସାହୁ ଯୋଗ ଦେଇଛନ୍ତି । ସେ ପୂର୍ବରୁ ନୟାଗଡ ଅଂଚଳର ଇଟାମାଟି ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ । ଏଠାରେ ଥିବା ଥାନା ଅଧିକାରୀ ଉମାକାନ୍ତ ନାୟକ କେନ୍ଦ୍ରାପଡା ଜିଲ୍ଲାକୁ ବଦଳିପରେ ତାଙ୍କ ସ୍ଥାନରେ ଶ୍ରୀ ସାହୁ ଯୋଗ ଦେଇଛନ୍ତି । ଧର୍ମଶାଳା ମୁନସୀ ମେଲଣ କମିଟି, ଥାନାର କର୍ମଚାରୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ