Connect with us

ଓଡିଶା

ଦୁର୍ଗା ପୂଜାରେ ଟ୍ୱିନ୍ ସିଟି ଜଗିବେ ୬୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ

ସାଙ୍କେତିକ

ଦୁର୍ଗା ପୂଜାରେ ଟ୍ୱିନ୍ ସିଟି ଜଗିବେ ୬୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ
ଭୁବନେଶ୍ୱର, ୦୧ ଅକ୍ଟୋବର- ଆସନ୍ତା ଦୁର୍ଗା ପୂଜାରେ ଦେବୀ ପୀଠ ଗୁଡିକୁ ଛାଡି ଭୁବନେଶ୍ୱରରେ ୧୭୮ ମେଢ ହେବାକୁ ଯାଉଛି । ସେହିପରି ୫ ଟି ସ୍ଥାନରେ ରାବଣ ପୋଡିର ଆୟୋଜନ କରାଯାଇଛି । ପୂଜା ସମୟରେ ସୁରକ୍ଷା ପାଇଁ କଟକ – ଭୁବନେଶ୍ୱର ଦୈତ ନଗରୀରେ ୬୩ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି । ଭୁବନେଶ୍ୱରରେ ୩୦ ପ୍ଲାଟୁନ୍ ଓ କଟକରେ ୩୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଜଗିବେ ବୋଲି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରକାଶ କରିଛନ୍ତି । ସେହିପରି ଭୁବନେଶ୍ୱର ଡିପିସି ଅନୁପ ସାହୁ କହିଛନ୍ତି ଯେ ପୂଜା ସମୟରେ ଟ୍ରାଫିକ୍ ଆଡଭାଇଜରୀ ଜାରୀ କରାଯିବ । ଯାଂଚ କଡାକଡି କରାଯିବ । ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା