Connect with us

ଓଡିଶା

ଚିଟଫଣ୍ଡ ଲିଙ୍କ୍ : ଅରୁଣ ଓ ଅତନୁଙ୍କୁ ପୁଣି ସମନ କରିବ ସିବିଆଇ

ସାଙ୍କେତିକ

ଚିଟଫଣ୍ଡ ଲିଙ୍କ୍ : ଅରୁଣ ଓ ଅତନୁଙ୍କୁ ପୁଣି ସମନ କରିବ ସିବିଆଇ
ଭୁବନେଶ୍ୱର,୩୧ ଜାନୁଆରୀ – ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ୍ ଅଭିଯୋଗରେ ବିଜେଡିର ଦୁଇ ପ୍ରଭାବଶାଳୀ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ପୁଣି ସମନ୍ କରିବ । ସିବିଆଇ ନିକଟରେ ହାଜର ହେବା ପାଇଁ ଉଭୟଙ୍କୁ ପ୍ରଥମେ ନୋଟିସ୍ କରାଯାଇଥିଲେ ହେଁ ସେମାନେ ହାଜର ହୋଇନଥିଲେ । ତେଣୁ ସେମାନଙ୍କୁ ଦ୍ୱିତୀୟ ଥର ପାଇଁ ନୋଟିସ୍ ହେବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଉଭୟ ନେତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍ ହୋଇଥିଲା । ଜଣକୁ ୨୮ ତାରିଖ ଓ ଅନ୍ୟଜଣକୁ ୩୦ ତାରିଖରେ ହାଜର ହେବାକୁ କୁହାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା