Connect with us

ଓଡିଶା

ଗୋଆ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନରେ ଓଡିଶାରେ ଦିନିକିଆ ରାଷ୍ଟ୍ରୀୟ ଶୋକ

ସାଙ୍କେତିକ

ଗୋଆ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନରେ ଓଡିଶାରେ ଦିନିକିଆ ରାଷ୍ଟ୍ରୀୟ ଶୋକ
ଭୁବନେଶ୍ୱର,୧୮ ମାର୍ଚ୍ଚ – ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପରଲୋକରେ ତାଙ୍କ ସମ୍ମନାର୍ଥେ ସୋମବାର ରାଜ୍ୟରେ ରାଷ୍ଟ୍ରୀୟ ଶୋକପାଳନ କରାଯାଇଛି । ଏହି ଅବସରେ ସଚିବାଳୟ , ବିଧାନସଭାରେ ଜାତୀୟ ପତାକାକୁ ଅର୍ଦ୍ଧନିମିତ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା