Connect with us

ଦେଶ

କେରଳରେ ଭୟଙ୍କାରୀ ବନ୍ୟା l ସହାୟତାର ହାତ ବଢ଼ାଇଲା ଓଡ଼ିଶା

କେରଳରେ ଭୟଙ୍କାରୀ ବନ୍ୟା l ସହାୟତାର ହାତ ବଢ଼ାଇଲା ଓଡ଼ିଶା

କେରଳରେ ଭୟଙ୍କାରୀ ବନ୍ୟା l ସହାୟତାର ହାତ ବଢ଼ାଇଲା ଓଡ଼ିଶା
ଭୁବନେଶ୍ୱର : କେରଳରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ବର୍ଷାର ତାଣ୍ଡବ ସହିତ ବନ୍ୟାର ବିତ୍ପାତରେ ଦୁର୍ବିସହ ହୋଇପଡ଼ିଛି କେରଳବାସୀଙ୍କ ଜୀବନ । ପ୍ରଳୟଙ୍କାରୀ ବନ୍ୟାରେ ୭୦ରୁ ଊଦ୍ଧ୍ୱର୍ ଲୋକଙ୍କ ପ୍ରାଣ ଯାଇସାରିଥିବା ବେଳେ ହଜାରହଜାର ଲୋକ ବାସହରା ହୋଇପଡ଼ିଛନ୍ତି । ଏଭଳି ସ୍ଥିତିରେ ଓଡ଼ିଶା ସରକାର କେରଳର ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଇଁ ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଭଳି ସ୍ଥିତିରେ ଦୁଃଖପ୍ରକାଶ କରିବା ସହିତ କେରଳ ମୁଖ୍ୟମନ୍ତ୍ରୀ ପୀନରାୟୀ ବିଜୟଙ୍କ ସହିତ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଓଡ଼ିଶା ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ